STORYMIRROR

କଟକଣା ମାନି ଚଳିବା କାମ ନାହିଁ ଯଦି ଘରେ ରହିବା ବାର ବାର ହାତ ଧୋଇବା କୋଡିଏ ସେକେଣ୍ଡ ଯାଏ ଧୋଇବା ହାତ ସଫା ରହିଲେ କରୋଣା ଡରିବ ମଶା ମାଛିଙ୍କର ବସା ଭାଙ୍ଗିବା ଖାଇବା ଆଗରୂ ଧୋଇବା ହାତ ବାହାରକୁ ଗଲେ ମାକ୍ସ ପିନ୍ଧିଥିବା ବର୍ଷା କ୍ଷୟ ସାବୁନ ସରପଞ୍ଚ କୋରନା ପଇସା ଘରମଣି

Oriya ସାବୁନ ରେ ହାତ ନିତି ଧୋଇବା Poems